
- ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର
- ନୂଆପଡା କାଲମିଦାଦରରେ ହୀରାପଥର ଥିବାର ଚିହ୍ନଟ
- ଜୁନାଗଡ ହିଞ୍ଜିଳିବାହାଲ-ଜିଲିଙ୍ଗିବାରରେ ମାଣିକ ଥିବାର ଚିହ୍ନଟ
- ଏବେ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନି
- ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ତମ୍ବାବାହୀ ପଥର ସନ୍ଧାନ
- ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି
- ମୟୂରଭଞ୍ଜ କୁଳିଅଣା ମଦନାସାହି-କାଞ୍ଜିଆରେ ତମ୍ବାବାହୀ ପଥରର ସନ୍ଧାନ
- ତମ୍ବାପଥର ସହ ସୁନା ଥିବାର ଆକଳନ ହୋଇଛି
- ବଂଶପାଳ ଗୋପୁର-ଜଳଡ଼ିହିରେ ସୁନାପଥରର ସନ୍ଧାନ ମିଳିଛି
- ଗୃହରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଲିଖିତ ଉତ୍ତର




