
- ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ
- ବାସଭବନକୁ ଯାଇ ଭେଟି ଆଲୋଚନା କଲେ
- ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ
- ୩ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା କହିଲେ ବିଜୟ
- ନବୀନ ବାବୁଙ୍କ ପ୍ରତି ଅସନ୍ତୋଷ ବଢ଼ୁଛି ବୁଝିପାରୁ ନାହାଁନ୍ତି
- ନବୀନ ବାବୁ ଆତ୍ମସମୀକ୍ଷା କରିବା ପାଇଁ ସମୟ ଆସିଛି- ବିଜୟ
- ବରିଷ୍ଠ ନେତା ରବି ପାଣି ମଧ୍ୟ ଦୁଇ ନେତାଙ୍କୁ ଭେଟିଲେ
- ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ କହିଲେ ରବି ପାଣି




