
କଂଗ୍ରେସର ୩ ବିଧାୟକ ନିଲମ୍ବିତ…
– ରମେଶ, ଦାଶରଥୀ ଓ ସୋଫିଆ ନିଲମ୍ବିତ
– ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ, ଦାଶରଥୀ ଗମାଙ୍ଗ
– ଦଳର ହ୍ବିପ୍ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ
– ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଲମ୍ବନ ନିଷ୍ପତ୍ତି
– କାଲି ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିଲେ
– ଦଳରୁ ବହିଷ୍କାର ପାଇଁ AICCର ଅନୁମତି ଲୋଡ଼ିଲା କଂଗ୍ରେସ
– କଟକ ନଗର ସଭାନେତ୍ରୀ ଗିରିବାଳା ବେହେରା ବହିଷ୍କୃତ
– ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ
– ଗିରିବାଳାଙ୍କୁ କଟକର ମେୟର ପ୍ରାର୍ଥୀ କରିଥିଲା କଂଗ୍ରେସ




