
- ରନ୍ଧନ ଗ୍ୟାସର ବିତରଣ ନେଇ କେନ୍ଦ୍ରର ବୈଠକ
- କେନ୍ଦ୍ର ପେଟ୍ରୋଲିୟମ ଓ ଖାଉଟି ବ୍ୟାପାର ସଚିବଙ୍କ ବୈଠକ
- ଯୋଗଦେଲେ ସବୁ ରାଜ୍ୟର ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ
- OTP ମାଧ୍ୟମରେ ବୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ
- ଗ୍ରାମାଞ୍ଚଳରେ ବିତରଣ ଅବଧି ୪୫ ଦିନକୁ ବୃଦ୍ଧି
- LPGର ବେଆଇନ ମହଜୁଦ ଉପରେ ପ୍ରଶାସନର ନଜର
- ସବୁ ଜିଲ୍ଲାରେ ନିୟୋଜିତ ହେବେ ପ୍ରବର୍ତ୍ତନ ସ୍କ୍ବାଡ
- ରନ୍ଧନ ଗ୍ୟାସକୁ ନେଇ ବିବ୍ରତ ନ ହେବାକୁ ସଚିବଙ୍କ ପରାମର୍ଶ




