
- ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ
- ଘୋଡ଼ା ବେପାର ନେଇ ପରସ୍ପରକୁ ଆକ୍ଷେପ କଲେ
- ବିଜେପି ଘୋଡ଼ା ବେପାର କରୁଛି , ଏହା ଅପରାଧ କହିଲେ ନବୀନ
- ନବୀନଙ୍କର ଘୋଡ଼ା ବେପାର ଅଭିଜ୍ଞତା ରହିଛି କହିଲେ ଜୟନାରାୟଣ
- ‘ଆମେ ଘୋଡ଼ା ବେପାର କରୁନୁ , ବିବେକାନୁମୋଦିତ ଭୋଟ୍ ମାଗିଛୁ’
- ‘ବିଜେଡି ବୁଡ଼ିଲା ଡଙ୍ଗା , ସିଏ ଡଙ୍ଗାରେ କିଏ ବସିବ’
- ‘ଏଥିରୁ ନବୀନ ପରାଜୟ ସ୍ବୀକାର କରୁଥିବା ଜଣାପଡ଼ିଗଲାଣି’




