
ତହସିଲଦାରଙ୍କଗାଡ଼ି ଭାଙ୍ଗିଲେପୋଲିସକୁ ପିଟିଲେ
-ବାରିପଦା: ନାବାଳିକାକୁ ଅସଦାଚରଣ ନେଇ ବହଳଦାରେ ଉତ୍ତେଜନା
-ନ୍ୟାୟ ଦାବିରେ ଏନ୍ଏଚ୍ ୨୨୦ ଅବରୋଧ ବେଳେ ତେଜିଲା ଉତ୍ତେଜନା
-ବୁଝାସୁଝା କରିବାକୁ ଯାଇଥିବା ପ୍ରଶାସନ ଉପରେ ଆକ୍ରମଣ
-ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
-ଆକ୍ରମଣରେ ୯ ଜଣ ପୋଲିସ ଆହତ ହୋଇଥିବା ସୂଚନା
-ଫେରାର ଅଭିଯୁକ୍ତ ଘର କାଲି ଭଙ୍ଗାରୁଜା କରିଥିଲେ ଅଞ୍ଚଳବାସୀ




