-ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ନୋଟିସ୍
-CECଙ୍କୁ ହଟାଇବାକୁ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ନୋଟିସ୍
-ନୋଟିସ୍ରେ ୧୯୩ ଜଣ ସାଂସଦଙ୍କ ଦସ୍ତଖତ ଥିବା ସୂଚନା
-୧୩୦ ଲୋକସଭା ଓ ୬୩ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଥିବା ସୂଚନା
-ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ