-ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ନେଇ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା
-ରବୀନ୍ଦ୍ର ସାମିଲ୍ ହେବା ପରେ ଦଳର ଲାଭ ହେବ ଏଭଳି ସମ୍ଭାବନା ଦେଖୁନି
-ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଶୁଦ୍ଧତା ରକ୍ଷା କରିବା- ପ୍ରତାପ
-କେତେଦୂର ପାର୍ଟି ସହ ଜଡ଼ିତ ହୋଇ ସେ କାମ କରିବେ ମୁଁ ଜାଣି
-ବିଜେପିରେ ତାଙ୍କୁ ସାମିଲ୍ ନେଇ ମୋର କୌଣସି ସହମତି ନିଆଯାଇନି