
ଟିପିସିଓଡିଏଲ୍ ପକ୍ଷରୁ ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଆସନ୍ତା ୧୪ ମାର୍ଚ୍ଚ ୨୦୨୬ରେ ଏହାର ସମସ୍ତ ସେବା ଯୋଗାଣ ଅଞ୍ଚଳରେ ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର ଅନୁଷ୍ଠିତ ହେବ । ଏହି ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର, ବହୁ ଦିନରୁ ପଡ଼ି ରହିଥିବା ଏନଫୋର୍ସମେଣ୍ଟ ମାମଲାଗୁଡ଼ିକର ସମାଧାନ କରି ଉପଭୋକ୍ତାଙ୍କ ଅଭିଯୋଗକୁ ଦୂର କରିବାରେ ସହାୟକ ହେବ ।
@ ᵖᵃᵖᵘ ˢᵃʰᵒᵒ




