ଭୁବନେଶ୍ବରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା ଖୁବଶୀଘ୍ର ବଡ଼ମ୍ବା ଓ ନୟାଗଡ଼ ଚିନି କଳ ଆରମ୍ଭ ହେବ କହିଲେ ଶାହ ଆଜି ବଡ଼ମ୍ବା ସମବାୟ ଚିନିକଳର MOU ହୋଇଛି ଖୁବଶୀଘ୍ର ନୟାଗଡ଼ ଚିନିକଳ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଲେ ଶାହ ଆଗାମୀ ଦିନରେ ଅନ୍ୟ ଚିନିକଳର ପୁନରୁଦ୍ଧାର ହେବ- ଶାହ