👉
- ୪ ସପ୍ତାହ ପାଇଁ ଟିଭି ରେଟିଂ ସସ୍ପେଣ୍ଡ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
- ଇସ୍ରାଏଲ-ଇରାନ୍ ଯୁଦ୍ଧର ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ମନ୍ତ୍ରାଳୟର ପଦକ୍ଷେପ
- କିଛି ଟିଭି ଚ୍ୟାନେଲ୍ ଅଯଥା ଚାଞ୍ଚଲ୍ୟକର ଏବଂ ଅନୁମାନିକ ଖବର ପ୍ରସାରଣ କରୁଛନ୍ତି
- ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ’
- ପ୍ରଭାବିତ ଅଞ୍ଚଳରେ ରହୁଥିବା ବନ୍ଧୁ, ପରିଜନଙ୍କ ପରିବାର ମନରେ ଆତଙ୍କ ସୃଷ୍ଟି କରିପାରେ
- ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିଭି ରେଟିଂ ପଏଣ୍ଟ, TRP ୪ ସପ୍ତାହ ପାଇଁ ସସ୍ପେଣ୍ଡ
- ୪ ସପ୍ତାହ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ




