
- ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦ ୮ ସପ୍ତାହ ପାଇଁ ମହଜୁଦ ରହିଛି
- ମଧ୍ୟପ୍ରାଚ୍ୟ ଅଶାନ୍ତ ସ୍ଥିତି ଦେଖି ଆଶ୍ବସ୍ତିକର ସୂଚନା ଦେଲେ କେନ୍ଦ୍ର ସରକାର
- ପେଟ୍ରୋଲ ଓ ଡିଜେଲ୍ ଇନଭେଣ୍ଟରି ମଧ୍ୟ ୨୫ ଦିନ ପାଇଁ ରହିଛି
- ଭାରତର କେବଳ ୪୦% ଅଶୋଧିତ ତୈଳ ହର୍ମୁଜ୍ ଦେଇ ଆସିଥାଏ
- ବାକି ୬୦% ଅଶୋଧିତ ତୈଳ ଅନ୍ୟ ଉତ୍ସମାନଙ୍କରୁ ଆସିଥାଏ
- ପୂର୍ବବର୍ତ୍ତୀ ଚୁକ୍ତି ଅନୁଯାୟୀ ରୁଷୀୟ ଅଶୋଧିତ ତୈଳ ଆମଦାନି ଜାରି ରହିଛି
- ବିଶେଷ କରି LPG ଓ LNG କ୍ଷେତ୍ରରେ ଭାରତ ଭଲ ସ୍ଥିତିରେ ରହିଛି




