• About
  • Advertise
  • Privacy & Policy
  • Contact
Thursday, April 30, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ପୁଣି ପ୍ରକାଶ ପାଇବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବିଜ୍ଞପ୍ତି

OD Times by OD Times
August 19, 2025
in Uncategorized
0
0
SHARES
4
VIEWS
Share on FacebookShare on Twitter

ଭୁବନେଶ୍ୱର:ପୁଣି ପ୍ରକାଶ ପାଇବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବିଜ୍ଞପ୍ତି । ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।ଆସନ୍ତା ୩୧ ତାରିଖରେ ହେବାକୁ ଥିଲା ପରୀକ୍ଷା। ପରୀକ୍ଷା ପାଇଁ ଜାରି ହେବ ସାନି ବିଜ୍ଞପ୍ତି ।

Previous Post

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

Next Post

ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

OD Times

OD Times

Next Post

ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

Shadow Tactics: Blades of the Shogun Review

macOS Sierra review: Mac users get a modest update this year

Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ପଶ୍ଚିମବଙ୍ଗ ଭୋଟ ଶେଷ ଇଭିଏମ୍‌ରେ ତ୍ରୁଟି, ବିଭିନ୍ନ ସ୍ଥାନରେ ହିଂସାପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଆଜି ୧୪୨ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଆଜି ଛାପ୍ରା, ଶାନ୍ତିପୁର ଏବଂ ଭାଙ୍ଗର ସମେତ ବିଭିନ୍ନ ସ୍ଥାନରୁ ହିଂସା ଏବଂ ସମ୍ପତ୍ତି ଭଙ୍ଗାରୁଜା ହୋଇଥିବା ରିପୋର୍ଟ ହୋଇଛି। ବିଭିନ୍ନ ବୁଥ୍‌ରେ ମଧ୍ୟ ଇଭିଏମ୍‌ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଆଜି ଅଭିଶେକ ବାନାର୍ଜୀ ପ୍ରତିନିଧିତ୍ବ କରୁଥିବା ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ବିଧାନସଭା ଆସନ ଫାଲ୍‌ଟାରେ ଆଜି ଇଭିଏମ୍‌ରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଫାଲଟାରେ ଅଭିଶେକ ବାନାର୍ଜୀଙ୍କ ସହଯୋଗୀ ଜାହାଙ୍ଗୀର ଖାନ୍‌ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଜାଲିଆତି ହୋଇଥିବା ଦାବି ହୋଇଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଅଭିଯୋଗ କରିଛନ୍ତି ଯେ ଟିଏମ୍‌ସି ଜାଣିଶୁଣି ବିଭିନ୍ନ ବୁଥ୍‌ରେ ତାଙ୍କ ସମର୍ଥନରେ ଭୋଟରଙ୍କୁ ଭୋଟ୍‌ ଦେବାପାଇଁ ବାଧା ଦେଇଛି। ନିର୍ବାଚନ କମିସନ୍‌ ଏହି ଅଭିଯୋଗକୁ ଅତି ସାଂଘାତିକ କହିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଇଭିଏମ୍‌ ଜାଲିଆତି ହୋଇଥାଏ ତେବେ ଏଠାରେ ପୁନଃ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍‌ କହିଛନ୍ତି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, କିଛି ବୁଥ୍‌ରେ ଶାସକ ଟିଏମ୍‌ସିର କର୍ମୀମାନେ ଇଭିଏମ୍‌ରେ ବିଜେପି ବଟନ୍‌ରେ ଟେପ୍‌ ଲଗାଇ ଦେଇଛନ୍ତି। ଅନେକ ବୁଥ୍‌ରେ ବିଜେପିକୁ ଭୋଟ୍‌ ଦେବାପାଇଁ ବାଟ ବନ୍ଦ ହୋଇଯାଇଛି। ପ୍ରଭାବିତ ବୁଥ୍‌ରେ ତୁରନ୍ତ ପୁନଃ ଭୋଟ ଗ୍ରହଣ ଆମେ ଦାବି କରୁଛୁ ବୋଲି ମାଲବ୍ୟ କହିଛନ୍ତି। ବୁଥ୍‌ ନମ୍ବର ୧୪୪, ୧୭୦ ଏବଂ ୧୮୯‌ରେ ଇଭିଏମ୍‌ରେ ଜାଲିଆତି ହୋଇଥିବା ଦାବି ହୋଇଛି।ଆଜି ଏଣ୍ଟାଲି ଆସନରୁ ଜଣେ ବିଜେପି ପ୍ରାର୍ଥୀ ପ୍ରିୟାନା ତିବ୍ରେୱାଲଙ୍କ ପ୍ରତିନିଧିଙ୍କୁ ବୁଥ୍‌ରୁ ବାହାର କରିଦିଆଯିବା ପରେ ତାଙ୍କର ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଝଗଡ଼ା ହୋଇଥିଲା। ବୁଥ୍ ବହୁତ ଛୋଟ ଥିବାରୁ ପ୍ରତିନିଧିଙ୍କୁ ବାହାରକୁ ପଠାଇ ଦିଆଯାଇବା ଜଣାପଡ଼ିଛି। ତୃଣମୂଳ ପ୍ରାର୍ଥୀଙ୍କ ଜଣେ ପ୍ରତିନିଧି ମଧ୍ୟ ବିବାଦରେ ସାମିଲ ହୋଇଥିଲେ, ଯାହା ପରେ ଉଭୟଙ୍କୁ ଚାଲିଯିବାକୁ କୁହାଯାଇଥିଲା।ନଦିଆ ଜିଲ୍ଲାର ଛାପ୍ରାରେ ସମାନ ଘଟଣାରେ, ଆଉ ଜଣେ ବିଜେପି ପ୍ରତିନିଧିଙ୍କୁ ତୃଣମୂଳ ସହିତ ଜଡିତ ଲୋକଙ୍କ ଦ୍ୱାରା ଆକ୍ରମଣ କରାଯାଇଥିବା ଦଳୀୟ ନେତାମାନେ କହିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ପ୍ରତିନିଧି ମୋଶାରେଫ ମୀର୍‌ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୀର୍‌ ଦାବି କରିଛନ୍ତି ଯେ ୧୨ରୁ ଅଧିକ ତୃଣମୂଳ କର୍ମୀ ବନ୍ଧୁକ ଧରି ତାଙ୍କ ଉପରକୁ ମାଡ଼ି ଆସିଥିଲେ ଏବଂ ରଡ୍ ଦ୍ବାରା ତାଙ୍କୁ ଆକ୍ରମଣ କରିଥିଲେ। ଛାପ୍ରା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପିର ସାଇକତ ସରକାର ଏହି ଆକ୍ରମଣ ପାଇଁ ଟିଏମ୍‌ସି କର୍ମୀଙ୍କୁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ତାଙ୍କୁ ମୁଣ୍ଡରେ ଆଘାତ କରିଛନ୍ତି। ଉକ୍ତ ଘଟଣାରେ ପୁଲିସରେ ଏକ ମାମଲା ରୁଜୁ ହୋଇଛି। ହାୱଡ଼ାରେ ଇଭିଏମ୍‌ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ଶାନ୍ତିପୁରରେ ଆଜି କିଛି ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ଖବର ମିଳିଛି। ବିଜେପିର ଦକ୍ଷିଣ ୨୪ ପ୍ରଗଣା ପ୍ରାର୍ଥୀ ବିକାଶ ସର୍ଦ୍ଦାରଙ୍କ କାର୍‌ ଭଙ୍ଗାରୁଜା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ରୀୟ ବାହିନୀ ଆମ ଲୋକଙ୍କୁ ନେଇ ଯାଉଛନ୍ତି। ରାଜ୍ୟରେ ଭୋଟକୁ ନେଇ ଆତଙ୍କବାଦ ଚାଲିଛି। ଭୋଟ ଏଭଳି ହୋଇପାରିବନି। ବିଜେପି ବାହାରୁ ପର୍ଯ୍ୟବେକ୍ଷକଙ୍କୁ ଆଣୁଛି। ବିଜେପି ଯାହା କହୁଛି ତାହା କରୁଛି। ଦେଖ ଆମ ପୋଷ୍ଟର କିଭଳି କଢ଼ାଯାଇଛି। ନିର୍ବାଚନ କ’ଣ ଏମିତି ହୁଏ। ଭୋଟରମାନେ ଭୋଟ୍‌ ଦେବେ ସୁରକ୍ଷାବାହିନୀ ନୁହନ୍ତି। ମମତା କହିଛନ୍ତି, ବିଜେପି ବାହାରୁ କିଛି ନୂଆ ଲୋକଙ୍କୁ ଆଣିଛି ।

April 29, 2026

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ବୁଧବାର ସନ୍ଧ୍ୟା ୭ଟା ୪୨ରୁ ୭ଟା ୪୫ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରାୟ ୩ ସେକେଣ୍ଡ ଯାଏ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଭୟଭୀତ ହୋଇ ଲୋକେ ଘରକୁ ବାହାରି ଆସିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନଥିବା ବେଳେ ପ୍ରଶାସନ ସତର୍କ ରହିଛି।ସେହିପରି ନବରଙ୍ଗପୁରରେ ମଧ୍ୟ ସମାନ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଝରିଗାଁ ବ୍ଲକ ସଦରର ଅନେକ ଲୋକ ଏହି ମୃଦୁ ଭୂମିକମ୍ପକୁ ଅନୁଭବ କରିଛନ୍ତି। ଲୋକ କହିବା ଅନୁଯାୟୀ, କମ୍ପନ ସମୟରେ ଜିନିଷପତ୍ର ସବୁ ହଲିବାକୁ ଲାଗିଥିଲା। କମ୍ପନ ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ବୁଧବାର ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳକଳାହାଣ୍ଡି ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ତେବେ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

April 29, 2026

ସ୍ତ୍ରୀ ୬ ମାସର ଗର୍ଭବତୀ ଥିବାବେଳେ ଆଜି ଭଉଣୀର ଥିଲା ବିବାହ । ଏଭଳି ସମୟରେ ଇଲେକ୍ଟ୍ରିକ୍ ବାଣ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତ ଯୁବକ ହେଉଛନ୍ତି ପୁରୀ ମଙ୍ଗଳାଘାଟ ପାଇକ ସାହିର ୧୯ ବର୍ଷୀୟ ଶ୍ରଦ୍ଧାନନ୍ଦ ମଲ୍ଲିକ ଓରଫ (ସାନୁ)। ସାନୁ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରିକ୍ ବାଣ ପ୍ରସ୍ତୁତ କରୁଥିବାବେଳେ ଗତକାଲି ରାତିରେ ଘଟିଥିଲା ବିସ୍ପୋରଣ। ବିସ୍ଫୋରଣରେ ତାଙ୍କର ଦୁଇ ହାତ ସଂପୂର୍ଣ୍ଣ ପୋଡ଼ିଯାଇଥିଲା। ତାଙ୍କୁ ତୁରନ୍ତ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାନୁ ପୁରୀ ବେଳାଭୂମିରେ ଘୋଡ଼ା ଚଳାଇ ଜୀବିକା ନିର୍ବାହ କରିଥିଲେ। ଗତ କିଛି ମାସ ହେବ ସେ ପ୍ରେମ ବିବାହ କରି ଘର ଛାଡ଼ି ନିଜ ସ୍ତ୍ରୀ ସୁଭଦ୍ରା ମଲ୍ଲିକଙ୍କ ସହ ମଶାଣୀଚଣ୍ଡୀ ଛକରେ ଭଡ଼ାରେ ରହୁଥିଲେ। ଗତକାଲି ନିଜ ସ୍ତ୍ରୀଙ୍କୁ ବାପଘରେ ଛାଡ଼ି ସାନୁ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରିକ୍ ବାଣ ପ୍ରସ୍ତୁତି ପାଇଁ ଯାଇଥିଲେ।ଭଉଣୀର ବିବାହ ଆଜି ଥିବାରୁ କିଛି ଅର୍ଥ ଉପାର୍ଜନ ପାଇଁ ସେ ଏହି କାମ ନିମନ୍ତେ ଯାଇଥିଲେ । ନିଜ ସ୍ତ୍ରୀଙ୍କ ସହ ଗତକାଲି ରାତି ୧୦.୩୦ ରେ ଶେଷ ଥର ପାଇଁ କଥା ହୋଇଥିଲେ। ତେବେ ହଠାତ୍ ଆଜି ପରିବାର ଲୋକେ ଖବର ପାଇଥିଲେ ତାଙ୍କ ପୁଅ ସଦର ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଖବର ପାଇ ସ୍ତ୍ରୀ ଓ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତାଙ୍କ ପୁଅକୁ କେହି ମାରି ଦେଇଥିବା ବାପା ଅଭିଯୋଗ କରୁଥିବାବେଳେ ସ୍ତ୍ରୀ କହିଛନ୍ତି ତାଙ୍କ ସ୍ବାମୀଙ୍କ ମୃତ୍ୟ ସମ୍ପର୍କରେ ତାଙ୍କୁ କେହି ଖବର ଦେଇ ନାହାନ୍ତି।ସେ ଅନ୍ୟଠୁ ଶୁଣି ଶ୍ଵଶୁର ଘରକୁ ଆସିଥିବାବେଳେ ସେମାନେ ତାଙ୍କୁ ଗାଳିମନ୍ଦ କରି ଘଉଡ଼ାଇଥିଲେ। କହିଥିଲେ ମୋ ପୁଅକୁ ତୁ ମାରିଦେଇଛୁ ଏଇ କଥା ଶୁଣି ଭାଙ୍ଗିପଡିଥିବା ସ୍ତ୍ରୀ ସଦରମୁଖ୍ୟ ଚିକିତ୍ସାଲୟକୁ ଆସି ମୁର୍ଚ୍ଛା ହୋଇଯାଇଥିଲେ l କାଲି ରାତିରେ ସାନୁ ଟେଲିଫୋନ ଯୋଗେ କହିଥିଲେ ତୁମେ ବ୍ୟସ୍ତ ହେବନି। କାମ ସାରିକି କାଲି ତମକୁ ଦେଖା କରିବାକୁ ଯିବି। ହେଲେ ମହାପ୍ରଭୁ ଏତେ ଶୀଘ୍ର ମୋ ସ୍ୱାମୀଙ୍କୁ ଛଡ଼ାଇନେଇଗଲେ ମୋ ପାଖରୁ l

April 28, 2026

କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କରୁ ଜିତୁ ମୁଣ୍ଡା ଠିକ୍ ସମୟରେ ଟଙ୍କା ନ ପାଇବା ଘଟଣାର ଆରଡିସି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି।କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କରୁ ଜିତୁ ମୁଣ୍ଡା ଠିକ୍ ସମୟରେ ଟଙ୍କା ନ ପାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଭାବେ ବ୍ୟଥିତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇ ଯାଇଛି। ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ, ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି। ଏହା ସହିତ ବ୍ୟାଙ୍କ୍ ରୁ ତାଙ୍କ ପ୍ରାପ୍ୟ ଟଙ୍କା ମଧ୍ୟ ଦିଆ ଯାଇଛି।ତେବେ, ଏଭଳି ଘଟଣା କାହିଁକି ଘଟିଲା, ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆରଡିସି ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ କରିବେ ବୋଲି ଜଣା ଯାଇଛି। କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ।

April 28, 2026

Recent News

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

© 2025 OD Times - Popular News Portal, Design by Kartikdesign.