କିନ୍ନର ହେବେ କଲେକ୍ଟର୍ ! ବିଡିଓଠୁ ଆରମ୍ଭ କରି ତହସିଲଦାର ଭଳି ଆସନରେ ବସିବେ କିନ୍ନର । ପ୍ରଶାସନର ବଡ଼ ପଦବୀରେ ବସିବାକୁ କିନ୍ନରଙ୍କୁ ମିଳିଲା ବଡ଼ ସୁଯୋଗ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି ।