
- ପୁଣି ଚର୍ଚ୍ଚାରେ କଟକ ଚୌଦ୍ୱାର ଜେଲ୍; ସୁନା ହଜାଇଲେ ଟଙ୍କା ଦେଲେ
- ମହିଳା କଏଦୀଙ୍କ ସୁନାଗହଣା ନ ମିଳିବାରୁ ଅଡୁଆରେ ଜେଲ୍ ଅଧୀକ୍ଷକ
- ରଫାଦଫା ପାଇଁ ଗହଣା ଦେଇ ନପାରି ଟଙ୍କା ଦେଲେ ଜେଲ୍ ଅଧୀକ୍ଷକ
- ମାମଲା ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଥାନାରେ ଜଣାଇଲେ ମହିଳା
- କୁଆଡ଼େ ଗଲା ସୁନାଗହଣା, ଅଧୀକ୍ଷକ କେଉଁଠୁ ଆଣିଲେ ଟଙ୍କା ?
- ଜେଲ୍ ଯିବା ବେଳେ ପିନ୍ଧିଥିବା ସୁନା ଜେଲ୍ ଅଧୀକ୍ଷକଙ୍କ ଜିମା ଦେଇଥିଲେ
- ସୁନା ଫେରି ନ ପାଇବାରୁ ଚୌଦ୍ୱାର ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା




