
ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକରେ ଉତେଜନା,ବିଡ଼ିଓଙ୍କ ଗାଡି ଭଙ୍ଗାରୁଜା, ବ୍ଲକ ଭିତରକୁ ଧସେଇ ପଶିବାକୁ ଆନ୍ଦୋଳନକାରୀଙ୍କ ଉଦ୍ୟମ। ବ୍ଲକ ଅଧ୍ୟକ୍ଷାଙ୍କୁ ବ୍ଲକ ଭିତର ପ୍ରବେଶ ବାରଣ କରିବାରୁ ଏଭଳି ପରିସ୍ଥିତି ସୃଷ୍ଠି ହୋଇଥିବା ସୂଚନା।ତେବେ ମହଙ୍ଗା ପଡ଼ିଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡି ଭାଙ୍ଗl ରୁଜା l ଧାରଣକାରିଣୀ ଙ୍କ ନାମରେ ମାମଲା ରୁଜୁ ! ଧାରଣା ସ୍ଥଳକୁ ଖାଲି କଲା ପୁଲିସ l 9 ଦିନର ଅହିଁସାତ୍ମାକ ଧାରଣା ଆଜି ହିଂସାର ରୂପ ଧାରଣା କରିଥିଲା!




