
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଡ୍ରାଇଭର୍ ମୃତ, ୧୪ ଗୁରୁତର
ଖନ୍ତପଡ଼ା ଥାନା ଏନ୍ଏଚ୍ ୧୬ ବାହନଗା ବଜାର ଉପରେ ଦୁର୍ଘଟଣା
ଡ୍ରାଇଭର୍ ଆଖି ଲାଗିଯିବାରୁ ବ୍ରିଜ୍ ଉପରକୁ ଚଢ଼ିଗଲା ବସ୍.
ବ୍ରିଜ୍ ତଳକୁ ଖସିପଡ଼ି ବସ୍ ଡ୍ରାଇଭର୍ ମୃତ, ୧୪ ଗୁରୁତର ମେଡିକାଲ୍ରେ ଭର୍ତ୍ତି.
ପୋଲ ଉପରେ ଝୁଲି ରହିଛି ଦୁର୍ଘଟଣାଗ୍ରସ୍ତ ବସ୍.
୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗରୁ ଆନ୍ଧ୍ରା ଯାଉଥିଲା ତୀର୍ଥଯାତ୍ରୀ ବସ୍.




