୧. ମଙ୍ଗଳ ଆଳତି ଓ ଅବକାଶ-
ପ୍ରାତଃ ଘ ୩.୦୦ ଠାରୁ ଘ ୩.୩୦ ଟିକା।
୨. ସାହାଣମେଲା ଦର୍ଶନ-
ଭୋର୍ ଘ ୩.୩୦ ଠାରୁ ଦିବା ଘ ୧୧.୦୦ ଟିକା
୩. ରୋଷ ହୋମ- ସକାଳ ଘ ୬.୩୦ ଟିକା
୪. ଛାମୁ ପରିଷ୍କାର-
ସକାଳ ଘ.୧୧.୦୦ଟିକା ଠାରୁ ଘ ୧୨.୦୦ଟିକା
୫. ମହାସ୍ନାନ ଓ ବେଶ- ଅପରାହ୍ନ ଘ ୧୨. ୦୦ଟିକା ଠାରୁ ଘ୧୨.୪୫ ମିନିଟ୍
୬. ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଶ୍ରୀ ଜୀଉଙ୍କ ବଲ୍ଳଭ, ଠାକୁରାଣୀଙ୍କ ବଲ୍ଳଭ ଓ ଶ୍ରୀ ଜୀଉଙ୍କ ସକାଳଧୂପ- ଅପରାହ୍ନ ଘ.୧୨.୪୫ ମିନିଟ୍ ଠାରୁ ଘ ୦୨.୩୦ ମିନିଟ୍
୭. ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ-
ଅପରାହ୍ନ ଘ୦୨.୩୦ଟିକା ଠାରୁ ଘ୦୨.୪୫ ଟିକା
୮. ଭୋଗ ମଣ୍ଡପ-
ଅପରାହ୍ନ ଘ ୨.୪୫ଟିକା ଠାରୁ ଘ୦୩.୪୫ଟିକା
୯. ସାହାଣମେଲା ଦର୍ଶନ-
ଅପରାହ୍ନ ଘ ୩.୪୫ଟିକା ଠାରୁ ଘ୦୪.୪୫ଟିକା
୧୦. ଛାମୁ ପରିଷ୍କାର-
ସନ୍ଧ୍ଯା ଘ ୪.୪୫ଟିକା ଠାରୁ ଘ୦୫.୧୫ଟିକା
୧୧. ଶ୍ରୀ ଜୀଉଙ୍କ ବେଶ-
ସନ୍ଧ୍ଯା ଘ୦୫.୧୫ଟିକା ଠାରୁ ଘ ୫.୪୫ ମିନିଟ୍
୧୨. ବୀରକିଶୋର ବଲ୍ଳଭ, ଦ୍ଵିପ୍ରହର ଧୂପ ଓ ଭୁବନେଶ୍ୱରୀଙ୍କ ଦ୍ଵିପ୍ରହର ଧୂପ- ସନ୍ଧ୍ଯା-ଘ୦୫.୪୫ଟିକା ଠାରୁ ଘ୦୭.୦୦ଟିକା
୧୩. ଶ୍ରୀ ଜୀଉଙ୍କ ପହୁଡ-
ସନ୍ଧ୍ଯା ଘ୦୭.୦୦ରୁ ଘ୦୭.୧୦ମିନିଟ୍
୧୪. ଶ୍ରୀ ଜୀଉଙ୍କ ସନ୍ଧ୍ଯା ଆଳତି ଓ ଟେରାଫିଟା-
ସନ୍ଧ୍ଯା ଘ୦୭.୧୦ ଠାରୁ ଘ୦୭.୩୦ ଟିକା
୧୫. ଶ୍ରୀ ଜୀଉଙ୍କ ମାଜଣା ଓ ବେଶ-
ସନ୍ଧ୍ଯା ଘ ୦୭.୩୦ ଠାରୁ ଘ୦୮.୧୦ ମିନିଟ୍
୧୬. ଶ୍ରୀ ଜୀଉଙ୍କ ଯାତ୍ରା ପୂଜା ଓ ବେଢା-
ରାତ୍ର ଘ ୦୮.୧୦ ଠାରୁ ଘ ୦୮.୫୫ ମିନିଟ୍
୧୭. ଶ୍ରୀ ଜୀଉଙ୍କ ସନ୍ଧ୍ଯା ଧୂପ ଓ ତୀର୍ଥ ଜଳ ଆନୟନ- ରାତ୍ର ଘ୦୮.୫୫ ଠାରୁ ଘ୧୦.୦୦ଟିକା
୧୮. ମହାଦୀପ ଦର୍ଶନ- ରାତ୍ର ଘ୧୦.୦୦ଟିକା
୧୯. ସାହାଣମେଲା ଦର୍ଶନ- ରାତ୍ର ଘ୧୦.୦୦ଟିକା ଠାରୁ ଘ୧୧.୦୦ଟିକା
୨୦. ଭୁବନେଶ୍ୱରୀଙ୍କ ସନ୍ଧ୍ଯା ଧୂପ ଓଶ୍ରୀ ଜୀଉଙ୍କ ଛାମୁ ପରିଷ୍କାର- ରାତ୍ର ଘ୧୧.୦୦ଟିକା ଠାରୁ ଘ୧୧.୩୦ଟିକା
୨୧. – ଚାରିପ୍ରହର ପୂଜା- ରାତ୍ର ଘ୧୧.୩୦ଟିକା ଠାରୁ ଘ ୦୪.୧୦ଟିକା
୨୨. ହରିହର ଭେଟ ଭୋର୍ ଘ୦୪.୧୦ଟିକା ଠାରୁ ଘ୦୫.୦୦ଟିକା
୨୩. ବଡ଼ସିଂହାର ଓ ପହୁଡ- ଭୋର୍ ଘ୦୫.୦୦ଟିକା ଠାରୁ ଘ୦୫.୩୦ଟିକା
ଏହି ସୂଚୀ ଆପତତଃ ନୀତି ନିର୍ଘଣ୍ଟ ସୂଚନା ନିମିତ୍ତ ଉଦ୍ଧିଷ୍ଟ। ପ୍ରକୃତ ସମୟ ଉକ୍ତ ଦିନର ନୀତି ପରିପାଳନ ଉପରେ ନିର୍ଭରଶୀଳ।
Shree Lingaraja Mahaprabhu Mahasibaratri ritual timing.
- Mangal Alatiand Abakash-
Morning 3.00- 3.30am - Sahanamela Darsan- 3.30am-11.00am
- Rosa Homa( Preparation of Mahaprasad)- Morning 6.30am
- Chamu Pariskara( Cleanse of Shree Mahaprabhu) – Morning 11am- 12pm
- Mahasnana and Vesa- 12pm- 12.45pm
- Surya Puja, Dwarapala Puja, Sri Jiu Ballava, Thakurani Ballava and Sri Jiu Sakala Dhupa-12.45 pm-2.30pm
- Shree Bhubaneswari Sakala dhupa- 2.30pm- 2.45pm
- Bhogmandap- 2.45pm- 3.45pm
- Sahanamela Darsan- 3.45pm-4.45pm
- Chamu Pariskara( Cleanse of Shree Mahaprabhu) 4.45pm- 5.15pm
- Shree Jiu Vesa- 5.15pm- 5.45pm
- Vir Kisor Vallav, Dwiprahar Dhupa, Dwiprahara Dhupa of Devi Bhubaneswari- 5.45pm- 7.00pm
- Shree Jiu Pahuda- 7.00pm- 7. 10pm
- Shree Jiu Sandhya Alati and Teraphita- 7.10pm- 7.30pm
- Sri Jiu Marjana and Vesa- 7.30 pm- 8.10pm
- Sri Jiu Jatra Puja and Bedha Parikrama- 8.10pm-8.55pm
- Sri Jiu Sandhya Dhupa and Teertha Jal anayana(from Bindusagar)- 8.55 pm- 10.00pm
- Mahadipa Darsan- 10.00 pm
- Sahanamela- 10.00pm- 11.00pm
- Sandhya Dhupa of Devi Bhubaneswari and Chamu Pariskara( Cleanse of Shree Mahaprabhu)- 11.00pm- 11.30pm
- Chari Prahar Puja-11.00- 04.10am
- Harihara Veta- 4.10am- 5.00am
*23. *Badasinhara and Pahuda- 5.00am- 5.30am*
ଆସନ୍ତା ପବିତ୍ର ମହାଶିବରାତ୍ରିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।





