ଭୁବନେଶ୍ୱର: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର୍; ୪ ଆହତ ବରଗଡ଼ ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ୪ ଆହତ ମେଡିକାଲରେ ଭର୍ତ୍ତି; ଡ୍ରାଇଭର ଥାନାରେ ଅଟକ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଅଭିଯୋଗ