୧୨ ରେ ଭାରତ ବନ୍ଦ
ଆସନ୍ତାକାଲି ଭାରତ ବନ୍ଦ ଡାକରା
👉କଣ ବନ୍ଦ🔴 –
୧. ସରକାରୀ କାର୍ଯ୍ୟାଳୟ
୨. ସମସ୍ତ ବ୍ୟାଙ୍କ ସେବା
୩. ରାସ୍ତାରେ ଯାନବାହାନ ଚଳାଚଳ
୪. ସ୍କୁଲ ,କଲେଜ୍ ଓ ଦୋକାନ ବଜାର
୫. ପେଟ୍ରୋଲ୍ ପମ୍ପ
👉କଣ ଖୋଲା 🟢-
୧. ଡାକ୍ତଖାନା ଓ ସମସ୍ତ ଚିକିତ୍ସା ଅନୁଷ୍ଠାନ
୨. ବେସରକାରୀ କାର୍ଯ୍ୟାଳୟ
୩. ଅନ୍ୟ ଅତ୍ୟାବଶ୍ୟକ ସେବା
୪. ATM ସେବା