
୧୯ ରୁ ମାଟ୍ରିକ୍ ବୋର୍ଡ ପରୀକ୍ଷା l ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ପିଲା l ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍ ବୋର୍ଡ ପରୀକ୍ଷା l ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା l ଚଳିତ ବର୍ଷ ୩୦୮୨ ଟି ସେଣ୍ଟରେ ହେବ ମାଟ୍ରିକ୍ ପରୀକ୍ଷା l ପ୍ରଶ୍ନପତ୍ର ପାଇଁ ୩୨୨ ଟି ନୋଡ଼ାଲ ସେଣ୍ଟର ହୋଇଛି l AI ସିସିଟିଭି ନଜରରେ ରହିବ ସମସ୍ତ ନୋଡ଼ାଲ ସେଣ୍ଟର l ୧୦ ତାରିଖରୁ ୪ ଜିଲ୍ଲାକୁ ପଠାଯିବ ପ୍ରଶ୍ନପତ୍ର lପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ରେ ପହଞ୍ଚିବ ପ୍ରଶ୍ନପତ୍ର l




