👍🏻କଟକ ଜିଲ୍ଲା ଡ୍ରଗ୍ସ ଇନିସ୍ପେକ୍ଟରଙ୍କ ସୋ-କଜ ନୋଟିସର ଜବାବ ନମିଳିବାରୁ ପଡ଼ିଲା ତାଲା,
👍🏻ନିଶ୍ଚିନ୍ତକୋଇଲି ଥାନା କଟିକଟା ଟୁକୁନା ମେଡ଼ିସିନ ଦୋକାନରେ ପଡିଲା ତାଲା
👍🏻ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ କୁମାର ସାହୁଙ୍କ ଉପସ୍ଥିତିରେ ଶନିବାର ସକାଳୁ ଟୁକୁନା ମେଡ଼ିସିନ ଦୋକାନରେ ପଡିଛି ଏହି ତାଲା,
👍🏻ଆଗକୁ ସନ୍ତୋଷ ଜନକ ଜବାବ ନଦେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ !!




