-କେବେ ହେବ ପୋଲିସ୍ SI ପରୀକ୍ଷା; ଧାରଣାରେ ବସିଲେ ଆଶାୟୀ -ପରୀକ୍ଷା ତାରିଖ ଘୋଷଣା ଦାବିରେ ଲୋୟର ପିଏମ୍ଜିରେ ଆଶାୟୀ -କେଉଁ ସ୍ଥିତିରେ ଅଛି CBI ତଦନ୍ତ, କେବେ ହେବ ପରୀକ୍ଷା ପଚାରିଲେ -ଆମ ବୟସ ଗଡ଼ି ଯାଉଛି କହି କ୍ଷୋଭ ଜଣାଇଲେ ଆଶାୟୀ ପରୀକ୍ଷାର୍ଥୀ '-ଷ୍ଟୁଡେଣ୍ଟ ଏଗେନେଷ୍ଟ କରପ୍ସନ' ନେତୃତ୍ୱରେ ଗାନ୍ଧୀ ମାର୍ଗରେ ଧାରଣା