ପୌର ନିର୍ବାଚନ ବାଲଟ୍ରେ ହେଉ: ଭକ୍ତ ଦାସ
-ନୂଆ ପୌର ଓ ଏନ୍ଏସି ନିର୍ବାଚନ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା
-ପୌର ଓ ଏନ୍ଏସି ନିର୍ବାଚନ ବାଲଟ୍ରେ ହେଉ କହିଲେ
‘-ନିର୍ବାଚନ ବାଲାଟ୍ରେ ହେବା ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ’
-‘ଇଭିଏମ୍ରେ ଭୋଟ୍ ଚୋରି ହେଉଛି, ଏନେଇ ପ୍ରଶ୍ନ ଉଠାଇଛୁ’
-ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ- ଭକ୍ତ ଦାସ