
-ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା
-କେଉଁ ସମୟରେ କେଉଁ ରାସ୍ତାରେ ସାଧାରଣ ଯାନ ଚଳାଚଳ ମନା ସୂଚନା ଜାରି
-ଆଜି ସନ୍ଧ୍ୟା ୬ଟା ୨୦ରୁ ୬ଟା ୫୫ ପର୍ଯ୍ୟନ୍ତ ଏୟାରପୋର୍ଟରୁ ଏଜି ଛକ ମନା
-କାଲି ସକାଳ ୮ଟା ୧୫ରୁ ୮ଟା ୪୫ ଲୋକଭବନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ମନା
-୬ ତାରିଖ ଅପରାହ୍ନ ୧ଟା, ୩ଟା ୫୫, ସନ୍ଧ୍ୟା ୫ଟା ୧୫ ପାଇଁ ମଧ୍ୟ କଟକଣା
-୭ ତାରିଖ ସକାଳ ୮ଟା ୫୦ରୁ ୯ଟା ୨୦ ପର୍ଯ୍ୟନ୍ତ ଲୋକଭବନରୁ ଏୟାରପୋର୍ଟ ମନା




