
-ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା
-୨୭୬ କୋଟି ମୁଲ୍ୟର ୫୮ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ
-୧୮୪୮ SHG ପାଇଁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ବ୍ୟବସ୍ଥା
-ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
-ଭୀମ ଭୋଇଙ୍କ ସମାଧି ପୀଠ ବିକାଶ ପାଇଁ ୩୫ କୋଟି ଟଙ୍କା
-ମାରୁଦାଗୋଚ୍ଛା ISS ପାଇଁ ୫୫୭ କୋଟି ଟଙ୍କା ଘୋଷଣା
-ଗାନ୍ଧୀ ଷ୍ଟାଡିଅମର ନବୀକରଣ ପାଇଁ ୨୫.୨୮ କୋଟି ଟଙ୍କା ବ୍ୟୟବରାଦ




