-ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର-ସମନ ପାଇବା ପରେ ଇଡିରେ ହେଲେ ହାଜର-ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ୱଜିତ ପାତ୍ର-ଗତ ୧୬ ତାରିଖରେ ଗଂଜାମର ୬ରୁ ଊର୍ଦ୍ଧ୍ୱ ମାଫିଆଙ୍କ ଘରେ ରେଡ୍ ହୋଇଥିଲା-ଜଣଙ୍କ ପରେ ଜଣେ ବାଲି ମାଫିଆଙ୍କୁ ହାଜର ପାଇଁ ସମନ କରିଥିଲା ଇଡି