
ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ.*
ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI Comfort ସୂଚନା*
ଅଜିତ ପାୱାରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା
ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା
ବାରାମତୀରେ ଅବତରଣ ବେଳେ କ୍ରାସ୍ ହୋଇଥିଲା ବିମାନ। ଅଜିତ ପାୱାର ଦେହାନ୍ତ ପରେ ତାଙ୍କ ଦଳ NCPକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, “ଆଗକୁ NCP ଗମ୍ଭୀର ନେତୃତ୍ଵ ସଂକଟର ସାମ୍ନା କରିପାରେ । କାରଣ ଏବେ ଦଳରେ ସ୍ପଷ୍ଟ ଭାବେ କେହି ଦ୍ଵିତୀୟ ନେତା ନାହାନ୍ତି । ଦଳର ତାର ସବୁଠୁ ଲୋକପ୍ରିୟ ନେତାଙ୍କୁ ହରାଇଛି । ଅନ୍ୟପଟେ ଦଳର ଅସ୍ତିତ୍ଵ, ଲକ୍ଷ୍ୟ ଓ ସଂସ୍ଥାପକ ଶରଦ ପାୱାରଙ୍କ ସହ ଭବିଷ୍ୟତ ସମୀକରଣ ଉପରେ ନିର୍ଭର କରେ ।”




