-ଢେଙ୍କାନାଳ: ବାରୁଆଁ ଅଂଚଳରେ କୂଅରେ ପଡ଼ି ଭାଇଭଉଣୀ ଗୁରୁତର
-ପାଣି କାଢୁଥିବା ବେଳେ ପ୍ରଥମେ ଖସିପଡିଥିଲା ଭଉଣୀ
-ଉଦ୍ଧାର କରିବାକୁ ଯାଇ ୩୫ ଫୁଟ୍ ଗଭୀର କୂଅକୁ ଡେଇଁଥିଲା ଭାଇ
-ଗୁରୁତର ଅବସ୍ଥାରେ ଭୁବନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର
-ଭୁବନ ମେଡିକାଲରେ ଉଭୟ ଭାଇଭଉଣୀଙ୍କର ଚାଲିଛି ଚିକିତ୍ସା