ନବଜାତକୁ ବାଥରୁମ୍ରେ ଫୋପାଡ଼ି ମା ଚମ୍ପଟ୍.-ଭଦ୍ରକ: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା.-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଥରୁମ୍ରେ ଫୋପାଡି ମା' ଚମ୍ପଟ-ନବଜାତ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା'କୁ ଠାବ କରାଯାଇନାହିଁ.