ଶ୍ରମ ଅଧିକାରୀଙ୍କୁ ସୋ କଜ୍ ନୋଟିସ
ଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ
ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ
୨ ଦିନରେ ଜବାବ ଦାଖଲ ପାଇଁ ସ୍ମୃତିରେଖା ନାୟକଙ୍କୁ ନିର୍ଦେଶ
ହିତାଧିକାରୀଙ୍କୁ ଟଙ୍କା ମାଗିବାର ଅଡିଓ ଭାଇରାଲ ହୋଇଥିଲା
ଶ୍ରମିକ କଲ୍ୟାଣ ଯୋଜନା ଅର୍ଥ ଦେବାକୁ ମାଗୁଥିଲେ ଲାଞ୍ଚ.।