ବେଆଇନ୍ ଗୋ-ମାଫିଆଙ୍କ ପାଖରେ ଆଖି ତରାଟିଲା ଭଳି ସମ୍ପତି ।କଟକ, କେନ୍ଦୁଝର, ମୟୂରଭଞ୍ଜରେ ବଡ଼ଧରଣର ଚଢାଉ ।ଗୋ-ମାଫିଆଙ୍କ ପାଖରୁ ମିଳିଲା କୋଟିଏ ୪୦ ଲକ୍ଷର ନଗଦ କ୍ୟାସ୍ …କିଲେ ସୁନା ସହ ୩ କିଲୋ ରୂପା ବି ଜବତ, ୯ଗିରଫ