କ୍ୟାନ୍ସର ଏକ ମାରାତ୍ମକ ରୋଗ ହୋଇଗଲାଣି। ଆଜିକାଲି ଯାହା ବି ଖାଇଲେ, ଯେତେ ସଚେତନ ରହିଲେ ବି ବ୍ୟାପୁଛି କ୍ୟାନ୍ସର। କିନ୍ତୁ ଆପଣ କଣ ଜାଣିଛନ୍ତି କି ବ୍ଲୁଟୁଥ୍ ରୁ ବି ହେଉଛି କ୍ୟାନ୍ସର। କ୍ୟାନ୍ସର ସବୁଠାରୁ ମାରାତ୍ମକ ରୋଗ ଭିତରେ ଗଣନା କରାଯାଉଥିବା ବେଳେ ଏହି ରୋଗ ଆଜିକାଲି ପ୍ରାୟ ବଢିବାରେ ଲାଗିଛି। ଘରେ ଘରେ କାହାକୁ ନା କାହାକୁ କ୍ୟାନ୍ସର ହେଉଛି। ଆଉ ଏହି କ୍ୟାନ୍ସର କେତେବେଳେ କାହାକୁ ଆଉ କେଉଁ ଜାଗାରେ ହେବ ତାହା ଜାଣିବା ଅସମ୍ଭବ। ସେମାନେ କୁହନ୍ତି ଯେ ବ୍ଲୁଟୁଥ୍ ଇୟରଫୋନ୍ ଦ୍ୱାରା ନିର୍ଗତ ବିକିରଣ ମୋବାଇଲ୍ ଫୋନ୍ ତୁଳନାରେ ଯଥେଷ୍ଟ କମ୍। ତଥ୍ୟ ଅନୁଯାୟୀ, AirPods ଭଳି ଡିଭାଇସ୍ ଦ୍ୱାରା ନିର୍ଗତ ବିକିରଣ ମୋବାଇଲ୍ ଫୋନ୍ ତୁଳନାରେ ୧୦ ରୁ ୪୦୦ ଗୁଣ କମ୍ ହୋଇପାରେ।




