• About
  • Advertise
  • Privacy & Policy
  • Contact
Friday, January 16, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ସଂଖ୍ୟା ବଢ଼ିଲା

OD Times by OD Times
January 14, 2026
in Uncategorized
0
0
SHARES
1
VIEWS
Share on FacebookShare on Twitter

ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ସଂଖ୍ୟା ବଢିଥିବା ଜଣାପଡିଛି। ଗତବର୍ଷ ତୁଳନାରେ ୩ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି। ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପରେ କୁମ୍ଭୀର ସଂଖ୍ୟା ବଢିଥିବା ଜଣାପଡିଛି। ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ଜଣାପଡିଛି ।
କୁମ୍ଭୀର ଗଣନା ପ୍ରକ୍ରିୟାରେ ଶିମିଳିପାଳ ଅଭୟାରଣ୍ୟ ଏବଂ ଶିମିଳିପାଳ ପାଦ ଦେଶର ୮ଟି ଜଳ ଉତ୍ସର ୨୦ଟି ସ୍ଥାନରେ କରାଯାଇଥିଲା । ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଈରୀ, ଖଡ଼ଖାଇ, ଠକଠକି ନଦୀ, ସାଳନ୍ଦୀ ନଦୀ ଓ ଖଡ଼ଖାଇ ନାଳ, ବୁଢ଼ାବଳଙ୍ଗ ଆଦି ନଦୀ କୂଳ ସମେତ ରାମତୀର୍ଥ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ମିଶାଇ ପ୍ରାୟ ୨୦ଗୋଟି ସ୍ଥାନରେ କୁମ୍ଭୀର ଗଣନା କରାଯାଇଥିଲା। ଉକ୍ତ ଗଣନାରେ ଉତ୍ତର ଓ ଦକ୍ଷିଣ ଶିମିଳିପାଳର ଗୋଟି ରେଞ୍ଜକୁ ମିଶାଇ ସମୁଦାୟ ୧୬ଗୋଟି ରେଞ୍ଜରେ ଗଣନା ହୋଇଥିଲା। ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ରେଞ୍ଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ନେଇ ୩୦ ଟିମ ରେ ୧୦୦ଜଣରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ। ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି।
ରିପୋର୍ଟ ଅନୁଯାୟୀ, ୨୦୨୧ ମସିହା ଗଣନାରେ ୮୧ଟି, ୨୦୨୨ ମସିହା ଗଣନାରେ ୮୩ଟି, ୨୦୨୩ମସିହା ଗଣନାରେ ୮୬ଟି କୁମ୍ଭୀର ଶିମିଳିପାଳ ଅଭୟାରଣ୍ୟରେ ଥିବା ବେଳେ ୨୦୨୪ ମସିହା ଗଣନାରେ ୪ଗୋଟି କୁମ୍ଭୀର ସଂଖ୍ୟା ହ୍ରାସ ପାଇ ମୋଟ ୮୨ଟି କୁମ୍ଭୀର ରହିଥିବା ବେଳେ ୨୦୨୫ ଗଣନାରେ ଗୋଟିଏ କମି ୮୧ଟି କୁମ୍ଭୀର ରହିଥିଲେ । ଏବର୍ଷ ସଂଖାରେ ୩ଟି ବୃଦ୍ଧି ଘଟି ସଂଖ୍ୟା ୮୪ରେ ପହଞ୍ଚିଥିବା ଜଣାପଡିଛି। ତନ୍ମଧ୍ୟରୁ ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ, ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି । ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି । ପ୍ରଜନନ କେନ୍ଦ୍ରରୁ ପ୍ରତିବର୍ଷ ଶାବକ ମାନଙ୍କୁ ବିଭିନ୍ନ ଜଳ ଉତ୍ସରେ ଛାଡ଼ିବା ଫଳରେ ଏହି ବୃଦ୍ଧି ସମ୍ଭବ ହୋଇଛି ।

Previous Post

୧୮ରେ ଆକାଉଣ୍ଟକୁ ଆସିବ ଏକାଥରେ ୧୦ ହଜାର

Next Post

ମାର୍ଚ୍ଚସୁଦ୍ଧା କାର୍ଯ୍ୟକ୍ଷମହେବ ସମ୍ବଲପୁର ରାଡାର

OD Times

OD Times

Next Post

ମାର୍ଚ୍ଚସୁଦ୍ଧା କାର୍ଯ୍ୟକ୍ଷମହେବ ସମ୍ବଲପୁର ରାଡାର

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026

ସୁନ୍ଦରଗଡ଼ରେ ଇଣ୍ଟରନେଟ ବନ୍ଦ

January 15, 2026

୧୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା ଡିଆଇଜି

January 15, 2026

Recent News

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026

ସୁନ୍ଦରଗଡ଼ରେ ଇଣ୍ଟରନେଟ ବନ୍ଦ

January 15, 2026

୧୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା ଡିଆଇଜି

January 15, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.