ଖୋର୍ଦ୍ଧା ପୋଲସ ଜିଲାର ବୋଲଗଡ଼ ଥାନା ପୋଲିସକୁ ବଡ଼ ସଫଳତା । ବୋଲଗଡ଼ ଥାନା ଅଞ୍ଚଳରେ ନିଶା କାରବାର ମାମଲାରେ ଗିରଫ ହେଲେ ଜଣେ ଯୁବକ । ଘଟଣାସ୍ଥଳରୁ ବ୍ରାଉନ୍ ସୁଗର ସହିତ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ଜବତ କରିଛି ପୋଲିସ ।