👉
-ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ
-ତାଳଚେର ପୌରାଞ୍ଚଳ ପାଇଁ ଜାରି ହେଲା କଡ଼ା ଗାଇଡଲାଇନ
-ଗ୍ରାପ ଷ୍ଟେଜ୍-୨ ଗାଇଡଲାଇନ ଅନୁସାରେ ଅନେକ କଟକଣା
-ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ
-ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, NHAI, MCLକୁ ପରାମର୍ଶ
-ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ