• About
  • Advertise
  • Privacy & Policy
  • Contact
Friday, January 16, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ନିର୍ବନ୍ଧ

OD Times by OD Times
January 2, 2026
in Uncategorized
0
0
SHARES
1
VIEWS
Share on FacebookShare on Twitter

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ସତ୍ୟରେ ପରିଣତ ହୋଇଛି । ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ନିଜର ସୋସିଆଲ ମିଡ଼ିଆରେ ରେହାନଙ୍କ ନିର୍ବନ୍ଧ ଫଟୋ ପୋଷ୍ଟ କରିବ ପରେ ଚର୍ଚ୍ଚାର ପୁର୍ନଛେଦ ପଡିଛି। ଅବିବାଙ୍କ ସହ ରେହାନଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ରବର୍ଟ ଲେଖିଛନ୍ତି କି, ପୁଅକୁ ତାଙ୍କ ଜୀବନସାଥୀ ମିଳିଗଲା । ପୁଅ ଏବେ ଜୀବନର ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ସେମାନଙ୍କ ଦୃଢ଼ ପ୍ରେମ ଏବଂ ବିଶ୍ବାସକୁ ମୁଁ ହୃଦୟରୁ ଆଶୀର୍ବାଦ କରୁଛି । ଉଭୟ ଆଗକୁ ବଢ଼ନ୍ତୁ ।ଗତ ୨୯ ତାରିଖରେ ରେହାନ ଏବଂ ଅବିବାଙ୍କ ନିର୍ବନ୍ଧ ରାଜସ୍ଥାନରେ ହୋଇଛି । ରେହାନ ନିଜର ଇନଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ପୋଷ୍ଟ କରିଛନ୍ତି। ମୁଦି ସହ ଜୀବନସାଥୀଙ୍କ ଫଟୋକୁ ସେ ପୋଷ୍ଟ କରିଛନ୍ତି । ସେମାନଙ୍କ ସମ୍ପର୍କକୁ ଉଭୟ ପରିବାର ପକ୍ଷରୁ ସହମତି ମିଳିଥିବା ଜଣା ପଡ଼ିଛି । ସେପଟେ ପ୍ରିୟଙ୍କା ଗାନ୍ଧି ମଧ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ ସେମାନଙ୍କୁ ଆଶୀର୍ବାଦ କରିଛନ୍ତି ।

Previous Post

ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ବାରୋପ

Next Post

ଫେରିଲା ପଞ୍ଚମ ଓ ଅଷ୍ଟମରେ ପାସ ଫେଲ

OD Times

OD Times

Next Post

ଫେରିଲା ପଞ୍ଚମ ଓ ଅଷ୍ଟମରେ ପାସ ଫେଲ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ଧଉଳିଗଣଦୁଷ୍କର୍ମ ଆଉ ଜଣେ ଗିରଫ

January 16, 2026

ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

January 16, 2026

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026

Recent News

ଧଉଳିଗଣଦୁଷ୍କର୍ମ ଆଉ ଜଣେ ଗିରଫ

January 16, 2026

ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

January 16, 2026

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ଧଉଳିଗଣଦୁଷ୍କର୍ମ ଆଉ ଜଣେ ଗିରଫ

January 16, 2026

ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

January 16, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.