-ଭୁବନେଶ୍ୱର: ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ-ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ରାଜଧାନୀରେ ୫ଟି ଟିମ୍ର ଚଢାଉ-ଚନ୍ଦ୍ରଶେଖରପୁରର ୨ଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି-ଅବକାରୀ ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ୨ ଯୁବକ ଅଟକ