ନୂଆ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
ନୀତିନ ନବୀନ ହେଲେ ବିଜେପି ନୂଆ କାର୍ଯ୍ୟକାରୀ ସଭାପତି
ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହର
ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ନୀତିନ ନବୀନ
୪୫ ବର୍ଷୀୟ ନୀତିନ ନବୀନ ୪ ଥର ବିଧାୟକ ଭାବେ ନିର୍ବାଚିତ
ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂର୍ବରୁ ଜେ.ପି ନଡ୍ଡା ବି ଥିଲେ କାର୍ଯ୍ୟକାରୀ ସଭାପତି
#