ସମ୍ବଲପୁର: ପାହାଡ଼ ଉପରେ ପଡ଼ିଛି ଯୁବକଙ୍କ ମୃତଦେହ-କ୍ଷେତରାଜପୁର ଥାନା ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ରକ୍ତଭିଜା ମୃତଦେହ-କ୍ଷେତରାଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।