
SI କେଳେଙ୍କାରୀ ଘଟଣାରେ ଆଉ ଜଣେ ସିବିଆଇରେ ହାଜର
– ଅଶ୍ୱିନୀ ପାତ୍ରଙ୍କୁ ସ୍ୱତନ୍ତ୍ର ଟିମ୍ର ଜେରା
– ଦଲାଲ ବିରଞ୍ଚି ଲିଙ୍କ୍ରେ ଅଶ୍ୱିନୀଙ୍କୁ ସମନ କରିଥିଲା ସିବିଆଇ
– ସମନ ପାଇ ସିବିଆଇରେ ହାଜର ହୋଇଛନ୍ତି ଅଶ୍ୱିନୀ ପାତ୍ର
– ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ହୋଇଥିଲା ଡିଲ୍
– ଦଲାଲ ବିରଞ୍ଚିର ସହଯୋଗୀ ନିମାଇଁ ଓ ଅର୍ଜୁନ ସହ ସାମ୍ନାସାମ୍ନି ଜେର
ା




