⭕ସମବାୟବ୍ୟାଙ୍କ,# ଡାକ ଘରୁଚୋରି-ଆସିକା ଚିନି ଶିଳ୍ପ ନିକଟ ଗୋଟିଏ ବିଲ୍ଡିଂରୁ ବିଳମ୍ବିତ ରାତିରେ ଚୋରି-ବିଲ୍ଡିଂରେ ଥିବା ସମବାୟ ବ୍ୟାଙ୍କ ଓ ଡାକଘର ସଟର ତାଡ଼ି ଚୋରି-ଆସିକା ସମବାୟ ବ୍ୟାଙ୍କ ନୂଆଗାଁ ଶାଖା ଓ ନୂଆଗାଁ ଉପ ଡାକଘରୁ ଚୋରି-କେତେ ଟଙ୍କାର ଚୋରି ହୋଇଛି ଅସ୍ପଷ୍ଟ, ପୋଲିସର ତଦନ୍ତ