
ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ ; ଜାଣନ୍ତୁ କେଉଁ ଦିନ ଅଛି କେଉଁ ବିଷୟର ପରୀକ୍ଷା ?
ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ । ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ହେବ ପରୀକ୍ଷା । ଗୋଟିଏ ସିଟିଂରେ , ସକାଳ ୯ଟାରୁ ୧୧.୩୦ ଯାଏ ଚାଲିବ ପରୀକ୍ଷା । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ।
- ଫେବ୍ରୁଆରୀ ୧୯ ରେ ମାତୃଭାଷା ପରୀକ୍ଷା ,
- ଫେବୃଆରୀ ୨୧ ରେ ଇଂରାଜୀ ପରୀକ୍ଷା ।
- ଫେବ୍ରୁଆରି ୨୩ରେ ହିନ୍ଦୀ /ସଂସ୍କୃତ ପରୀକ୍ଷା ,
- ଫେବ୍ରୁଆରି ୨୫ରେ ବିଜ୍ଞାନ
- ଫେବ୍ରୁଆରି୨୭ରେ ସାମାଜିକ ବିଜ୍ଞାନ।
- ମାର୍ଚ୍ଚ ୨ ଗଣିତ ପରୀକ୍ଷା ।




