
ବାରବାଟୀ ଟି ଟ୍ବେଣ୍ଟି: ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପିଙ୍କ ସମୀକ୍ଷା
-କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ କହିଲେ ଡିସିପି
-‘କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍ ଅଲଗା ରହିବ’
-‘୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି, ୬ଟାରୁ ଧାଡ଼ିରେ ରହିବାକୁ ଅନୁମତି’
-‘ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହି ପାରିବେନି’
-‘କଳାବଜାରୀ ଉପରେ ସ୍ବତନ୍ତ୍ର ନଜର, ସାଦା ପୋଷାକରେ ପୋଲିସ ରହିବେ’
-ସିସିଟିଭି ସର୍ଭେଲାନ୍ସରେ ରହିବ ଟିକେଟ ବିକ୍ରି ପ୍ରକ୍ରିୟା- ଡିସିପି




