
ପାଣ୍ଡିଆନଙ୍କୁକାହିଁକିସୁରକ୍ଷା_ଦିଆଯାଇଥିଲା-#ବିଜେପି
-ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ୩ ପ୍ରମୁଖ ଦଳ ମୁହାଁମୁହିଁ.
-ପାଣ୍ଡିଆନ୍ କିଏ ଓ କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ପ୍ରଶ୍ନ କଲା ବିଜେପି
-ନିଶ୍ଚିତ ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ସରୋଜ ପାଢ଼ୀ
-ତଦନ୍ତ ପାଇଁ ପ୍ରସ୍ତୁତ କହିଲେ ବିଜେଡି ବିଧାୟକ ସାରଦା ଜେନା
-‘ବିଜେପି ଏବେ ସରକାରରେ, ED ଓ ସିବିଆଇ ତାଙ୍କ ପାଖରେ’
-‘୧୮ ମାସ ବିତିଲାଣି, ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହାନ୍ତି’
-କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି କହିଲେ କଂଗ୍ରେସ ବିଧାୟକ ଅଶୋଦ ଦାସ
-‘ବିଜେଡି-ବିଜେପି ଚତୁରେ ଚତୁରେ କୋଳାକୋଳି, ମିଶିକି ଅଛନ୍ତି’




