ନେପାଳୀଟଙ୍କାରେଭାରତୀୟ_ଭୂଖଣ୍ଡ.-ପୁଣି ବିବାଦ; ନେପାଳୀ ଟଙ୍କାରେ ୩ ଭାରତୀୟ ଭୂଖଣ୍ଡ.-ଭାରତୀୟ ଭୂଖଣ୍ଡ କଳାପାଣି, ଲିପୁଲେଖ୍, ଲିମ୍ପିଆଧୂରା ସ୍ଥାନିତ-ନେପାଳ ରାଷ୍ଟ୍ର ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ୧୦୦ ଟଙ୍କିଆ ନୋଟ୍ରେ ସ୍ଥାନିତ-ନେପାଳ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଛି କହିଲା ନେପାଳ ରାଷ୍ଟ୍ର ବ୍ୟାଙ୍କ୍ .