ହଂକଂ ନିଆଁ: ୯୪ ମୃତହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୯୪କୁ ବୃଦ୍ଧି, ୭୦ରୁ ଅଧିକ ଗୁରୁତରଏବେବି ଶତାଧିକ ନିଖୋଜ ଥିବା ସୂଚନାତାଇପୋ ଜିଲ୍ଲାରେ ହାଉସିଂ କଂପଲେକ୍ସରେ ଘଟିଥିଲା ଅଗ୍ନିକାଣ୍ଡ.-ସର୍ଟ ସର୍କିଟରୁ ନିଆଁ ଲାଗିଥିଲା, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ