
*-ସମ୍ବଲପୁର: ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇର ପର୍ଦ୍ଦାଫାସ୍*
*-୨୦ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ୍ ହୋଇଥିବା ଏସ୍ପିଙ୍କ ସୂଚନା, ଜଣେ ଗିରଫ*
*-୪୭ ଜଣ ଲୋକଙ୍କ ଠାରୁ ନିବେଶ ନାଁରେ ସଂଗ୍ରହ ହୋଇଥିଲା ଟଙ୍କା*
*-ମାସିକ ୧୦ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଟଙ୍କା ସଂଗ୍ରହ ହୋଇଥିଲା*
*-ଗିରଫ ଯୁବକ ସମ୍ବଲପୁରର, ଭଡ଼ା ଘର ନେଇ ଚଳାଇଥିଲା ଅଫିସ୍*
*-୫ଟି କଂପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର ସହ ଡକ୍ୟୁମେଣ୍ଟ ଜବତ*




