ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ lବରଗଡ଼ ଭେଡେନ୍ର ସୁଶୀଲ ମେହେର ହେବେ କଂସ l୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ lସୁଶୀଲ ମେହେରଙ୍କ ନାଁ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ l