
✍️ପରୀକ୍ଷା ଦ୍ବନ୍ଦ୍ବ: ଗୋଟିଏ ସମୟରେ ୨ ପରୀକ୍ଷା
-ପୁଣି ପରୀକ୍ଷା ଦ୍ବନ୍ଦ୍ବ: କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା
-OPSC ପକ୍ଷରୁ ଆସନ୍ତାକାଲି ରହିଛି ASO ଲିଖିତ ପରୀକ୍ଷା
-ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା
-ଅନ୍ୟପକ୍ଷରେ OSSSC ପକ୍ଷରୁ ଜାରି ହୋଇଛି RI, ICDS, ARI ପରୀକ୍ଷା
-କାଲି ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି OSSSC ପରିଚାଳିତ ପରୀକ୍ଷା
-କାଲି ସମାନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି ASO ପେପର-୧ ପରୀକ୍ଷା
-ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ଦେବେ ପରୀକ୍ଷା
-OSSSC ଓ OPSC ମଧ୍ୟରେ ସମନ୍ବୟକୁ ନେଇ ସନ୍ଦେହରେ ପରୀକ୍ଷାର୍ଥୀ.




